Tuesday 12 January 2021

ନିମନ୍ତ୍ରଣ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୁବନେଶ୍ୱରରେ ନିଧି ସମର୍ପଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ । ୧୩ ଜାନୁଆରୀ ୨୦୨୧ ଦିବା ୧୧.୩୦, ସ୍ଥାନ:-ଶ୍ରୀରାମ ମନ୍ଦିର, ଖାରବେଳ ନଗର,ୟୁନିଟ-୩, ଭୁବନେଶ୍ୱର ।

 ପ୍ରାପ୍ତେଷୁ

ଶ୍ରୀଯୁକ୍ତ  ସମ୍ପାଦକ ମହୋଦୟ । 

ନିମନ୍ତ୍ରଣ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୁବନେଶ୍ୱରରେ ନିଧି ସମର୍ପଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ । ୧୩ ଜାନୁଆରୀ ୨୦୨୧ ଦିବା ୧୧.୩୦, ସ୍ଥାନ:-ଶ୍ରୀରାମ ମନ୍ଦିର, ଖାରବେଳ ନଗର,ୟୁନିଟ-୩, ଭୁବନେଶ୍ୱର ।

ମହାଶୟ, 

୪୯୦ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଶ୍ରୀରାମଜନ୍ମ ଭୂମିରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତୀକ ଏହି ମନ୍ଦିର ୨୦୨୪ ମସିହା ଶେଷ ସୁଦ୍ଧା ନିର୍ମାଣ ହୋଇଯିବ । ମନ୍ଦିର ନିର୍ମାଣ ପାଇଁ ସମାଜର ରାମଭକ୍ତମାନେ ଶ୍ରୀରାମ ଜନ୍ମଭୂମି ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ମୁକ୍ତ ହସ୍ତରେ ନିଧି ସମର୍ପଣ  କରିବାକୁ ଆଗେଇ ଆସିଛନ୍ତି । ଏହି ଅବସରରେ ୧୩ ଜାନୁଆରୀ ୨୦୨୧,ବୁଧବାର ଦିବା ୧୧.୩୦ ସମୟରେ ଭୁବନେଶ୍ୱରର ଖାରବେଳ ନଗର,ୟୁନିଟ-୩ ସ୍ଥିତ ଶ୍ରୀରାମ ମନ୍ଦିରରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସମର୍ପଣ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହେବ । 

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ନିଧି ସମର୍ପଣ ସମିତି, ଓଡିଶାର ସମ୍ପାଦକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର, ଭୁବନେଶ୍ୱର ମହାନଗର ମାର୍ଗଦର୍ଶକ ମଣ୍ଡଳିର ସ୍ୱାମୀ ବିଶେଷ ଚୈତନ୍ୟ ମହାରାଜ, ଅଭିନେତା ଅଶୃମୋଚନ ମହାନ୍ତି, ସମ୍ ଅଲ୍ଟିମେଟ ଡାଇରେକ୍ଟର ଡକ୍ଟର ବସନ୍ତ କୁମାର ପତି ପ୍ରମୁଖ ଉପସ୍ଥିତ ରହିବେ । 

ଆପଣଙ୍କ ଅନୁଷ୍ଠାନର ସାମ୍ବାଦିକ, ଫଟୋ ସାମ୍ବାଦିକ ଓ ଭିଡିଓ ସାମ୍ବାଦିକମାନଙ୍କୁ ପଠାଇ ଏହି କାର୍ଯ୍ୟକ୍ରମର ସମ୍ବାଦ ସଂଗ୍ରହ କରି ପ୍ରସାରଣ କରିବାକୁ ଅନୁରୋଧ । 


ଜୟକୃଷ୍ଣ ପୃଷ୍ଠି

ସଂଯୋଜକ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିଧି ସମର୍ପଣ ସମିତି

ଭୁବନେଶ୍ୱର ମହାନଗର 

ମୋ:୯୪୩୭୪୯୦୬୪୪


_âûù¯hê

gâú~êq  iµû\K cùjû\d û 

^òcªY: @ù~û¤ûùe gâúeûc c¦òe ^òcðûY _ûAñ bêaù^gßeùe ^ò]ô ic_ðY Kû~ðýKâce gêb C\þNûU^ û 13 Rû^ê@ûeú 2021 \òaû 11.30, iÚû^:-gâúeûc c¦òe, Lûeùak ^Me,dê^òU-3, bêaù^gße û

cjûgd, 

490 ahðe iõNhð _ùe _âbê gâúRM^Üû[u Ké_ûeê gâúeûcR^à bìcòùe bMaû^ eûcu baý c¦òe ^òcðûY ùjaûKê ~ûC@Qò û eûÁâúd c~ðýû\ûe _âZúK Gjò c¦òe 2024 ciòjû ùgh iê¡û ^òcðûY ùjûA~òa û c¦òe ^òcðûY _ûAñ icûRe eûcbqcûù^ gâúeûc R^àbìcò c¦òe Zú[ð ùlZâ UâÁKê cêq jÉùe ^ò]ô ic_ðY  KeòaûKê @ûùMA @ûiòQ«ò û Gjò @aieùe 13 Rû^ê@ûeú 2021,aê]aûe \òaû 11.30 icdùe bêaù^gßee Lûeùak ^Me,dê^òU-3 iÚòZ gâúeûc c¦òeùe @ù~û¤ûùe gâúeûc c¦òe ^òcðûY _ûAñ ^ò]ô ic_ðY Kû~ðýKâce gêb C\þNûU^ ùja û 

Gjò C\þNûU^ Kû~ðýKâcùe ^ò]ô ic_ðY icòZò, IWògûe iµû\K gâú ùMû_ûk _âiû\ cjû_ûZâ, bêaù^gße cjû^Me cûMð\gðK cŠkòe Êûcú aòùgh ùP÷Z^ý cjûeûR, @bòù^Zû @géùcûP^ cjû«ò, icþ @fÖòùcU WûAùeKÖe WKÖe ai« Kêcûe _Zò _âcêL C_iÚòZ ejòùa û 

@û_Yu @^êÂû^e iû´û\òK, `ùUû iû´û\òK I bòWòI iû´û\òKcû^uê _VûA Gjò Kû~ðýKâce i´û\ iõMâj Keò _âiûeY KeòaûKê @^êùeû] û 


RdKé¾ _éÂò

iõù~ûRK gâúeûc R^àbìcò c¦òe ^ò]ô ic_ðY icòZò

bêaù^gße cjû^Me 

ùcû:9437490644


No comments:

Post a Comment